STORYMIRROR

ARCHANA JENA

Classics

3  

ARCHANA JENA

Classics

ଜୀବନରେ ଜୀବନ

ଜୀବନରେ ଜୀବନ

1 min
180

ଜୀବନ ଜୀବିକା ଛଡେଇ ନେଲ ପ୍ରଭୁ,

    ବଞ୍ଚିବାକୁ ଇଚ୍ଛାନାହିଁ 

ମୁଁ ମରିଗଲେ କେହିତ କାନ୍ଦିବେ 

   ବାହୁନି ବାହୁନି ହେଇ

ଜୀବନ ଜୀବିକା ଅଢେଇ ଦିନର

  ଆଜି ଅଛି କାଲି ନାହିଁ

ମୁଁ ମରିଗଲେ ସଭିଏଁ କାନ୍ଦିବେ

  ମାତ୍ର ଦୁଇଦିନ ପାଇଁ

ମୋ ସ୍ମୃତିକି ଲିଭାଇ ହସିବେ ସମସ୍ତେ

  ନିଜ ନିଜ ଖୁସି ପାଇଁ

କେଉଁ ଜନ୍ମରେ କି ପାପ ପାଇଁ

 ଜନମିଲି ମୁହିଁ ମର୍ତ୍ତ୍ୟେ

ଦୁଃଖ ସାଗରରୁ ସଂହାର କର ହେ

    ଦୀନବନ୍ଧୁ ଦୟାନାଥ

ଏତିକି ମାଗୁଣି ରଖହେ ଆଦିଶେଷ

  ଦିଅ ପଦେ ତୁମେ ଜନ୍ମ

ଗୁହାରି ରଖହେ ତ୍ରିଲୋକପତି

     କରେ ପ୍ରତିନମସ୍କାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics