ଘୋଷ ଯାତ୍ରା
ଘୋଷ ଯାତ୍ରା
1 min
155
ତୁମେ ଅନ୍ତର୍ୟାମି ଆନ୍ତରିକ୍ଷରେ,
ଭକ୍ତବିନା ଭଗବାନ କେତେ ଆଦରେ
ବିପଦ ଆପଦେ ବେଳେ ତୁମେ ପଥର,
ଘଡ଼ିସନ୍ଧି ମୁହୂର୍ତ୍ତରୁ ତୁମେ ଉଦ୍ଧାର କର,
ଭକ୍ତବିନା ଭଗବାନ ପୂଜା ପାଏନା,
ବିନା ଭକ୍ତେ ତୁମେ ରଥକୁ ଗଲେ,
ସଂସାର ତୁମକୁ ଧିକାର କରେ,
" କୋରାନ "ରାକ୍ଷସକୁ ସଂହାର କର,
ଭକ୍ତବତ୍ସଳଙ୍କ ବଡ ଦାଣ୍ଡେ ଜୁଆର ଉଠୁ,
ନାମ ସଂଙ୍କିର୍ତ୍ତନରେ ମହିମଣ୍ଡଳ କମ୍ପନ କରୁ,
ତୁମ ଘୋଷ ଯାତ୍ରାକୁ ଭକ୍ତ ଅନାଇ ବସେ,
ତୁମେ ରାକ୍ଷ୍ୟାକର୍ତ୍ତା, ତୁମେ ସୃଷ୍ଟିକର୍ତ୍ତା,
ତୁମେ ଜଗତପିତ,ଚକାଡୋଳା ତୁମେ ପରଳ ଫିଟାଅ,
ଦେଖିଯାଆ ତୁମେ ମହି ଦୁଃଖ ଦୁର୍ଦଶା,
ରକ୍ଷ୍ୟା କର, ରକ୍ଷ୍ୟା କର, ଜଗତର ପିତା,
