STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ତମେ ସିଏ ନୁହେଁ -ରୀତା ଅପରାଜିତl

ତମେ ସିଏ ନୁହେଁ -ରୀତା ଅପରାଜିତl

1 min
344

ତମେ ସିଏ ନୁହେଁ ବୋଲି ଜାଣିଥିଲି

ତଥାପି କାହିଁକି କହିଦେବାକୁ ଇଚ୍ଛା କଲି

ଅନେକ ଦିନରୁ ସାଇତା କଥା

ଅନେକ ଇତିହାସ ଅତୀତ ର ପୃଷ୍ଟl

ତୁମ ଆଗେ ଖୋଲି ବସିଲି

ଯାହା କେବେ କାହା ଆଗରେ

କହିବାର ନଥିଲା

ସବୁ ଶୁଣି ମତେ ଟିକେ ଚାହିଁ

ସମୟର ସ୍ରୋତରେ ତମେ ହଜିଗଲ

ଆମ ସମ୍ପର୍କ କଣ ଏମିତି କଣ

ଏମିତି ଛିଦିଯିବାର ଥିଲା ,

ମନରେ ଅନେକ ପ୍ରଶ୍ନ ଆଖିରେ ଅନେକ ଦ୍ୱନ୍ଦ

ତମେ ପୁଣି ଫେରିବ

ନା ମୋ ଜୀବନ ରୁ ଏମିତି ଚାଲିଯିବ

ଯେମିତି ତମେ ଆସିଥିଲ

ହଟାତ ଅଚାନକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract