STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ତମେ ଓ ମୁଁ -ରୀତା ଅପରାଜିତା

ତମେ ଓ ମୁଁ -ରୀତା ଅପରାଜିତା

1 min
3.0K

କୁହୁଡି ସାରା ସହର ରେ ଭରିଯାଉ ଚଳିବ

ରାସ୍ତା ଘlଟ ରେ ଫୁଲ ଓ ପତ୍ର ଭିତରେ

କୁହୁଡି ଜମୁ ଚଳିବ।

ଆମ ସମ୍ପର୍କରେ କେବେ କୁହୁଡି

ନ ଜମୁ

ତୁମ ଓ ମୋ ଭିତରେ କେବେ ଫାଟ ନ ଆସୁ

ମୋ ମନ ଗଳି କୁ ତୁମେ

ବିନା ଦ୍ଵନ୍ଦରେ ଆସିପାର

କେବେ କିଛି ମତ ଭେଦ ନ ହେଉ

ତୁମେ ଓ ମୋ ଭିତରେ

ଏତିକି କାମନା ମୋର ଭଗବାନଙ୍କ ପାଖରେ।


Rate this content
Log in

Similar oriya poem from Abstract