STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ତମେ ଆଉ ମୁଁ..

ତମେ ଆଉ ମୁଁ..

1 min
134

ତମେ ଢ଼ଳ ଢ଼ଳ ସରସୀ ଜଳ

ମୁଁ ତାରି ଭିତରକୁ ଫିଙ୍ଗି ହେଇ

ପଡିଥିବା ଟେକା ଟିଏ କେବଳ

ତମେ ହସି ହସି ରଚି ଦେଲ ଭଉଁରୀ

ମୁଁ କିନ୍ତୁ ତା ଭିତରୁ ପାରୁନି ବାହାରି

ତମେ ଦେଖୁଚ ଶରତ ଆକାଶ ର ତୋଫା ଜହ୍ନ

ମୁଁ ଖାଲି ଦେଖେ ତମ ଅକୁହା ଅଦେଖା ସୁପ୍ତ ଧନ

ତମେ ପୂତ ପବିତ୍ର ଚାନ୍ଦ ସହ ପ୍ରୀତି ରେ ମସଗୁଲ

ଆଉ ମୁଁ ସେଇ ଅଭିଶପ୍ତ ବେଙ୍ଗ ର ବଉଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract