Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

kahnu charan sahu

Romance


3  

kahnu charan sahu

Romance


ତମେ ୫

ତମେ ୫

1 min 177 1 min 177


ତମେ ଖୁବ ମନେପଡ଼

ମେଡିକାଲର ଚାରି କାନ୍ଥ ଭିତରେ

ଖୁବ ଖୋଜେ ତୁମକୁ

ତୁମ ମିଠା ମିଠା କଥାକୁ.....!


ତମେ ଝରୁଥିବା 

ବର୍ଷାର ଅଭିମାନୀ ଛିଟା

ଭିଜେଇବାକୁ ବୋଧେ କରିଛ ପଣ


ତୁମେ ମେଡିକାଲ ପାଶ୍ୱର ଟିକିବଣ

ବହୁଥର ହୃଦୟକୁ ମୋର ହାଣ

କେତେ ଭଲ ପାଏ ମୁଁ ତୁମକୁ

ତୁମେ ହିଁ ଜାଣ !!



Rate this content
Log in

More oriya poem from kahnu charan sahu

Similar oriya poem from Romance