STORYMIRROR

Mitanjali Satapathy

Children

4.5  

Mitanjali Satapathy

Children

ତିତିଲି

ତିତିଲି

1 min
100

ନାଁ ଟା ମୋର ତିତିଲି

ଘରଟା ମୋର ପିପିଲି

ଓଠ ଟା ମୋର ଭାରି ଲାଲି

ମୁଁ ହସେ ଖିଲି ଖିଲି 

ନାଁ ଟା ମୋର ତିତିଲି ।


ମୁଁ ଭାରି ଚୁଲବୁଲି

ମାମା ପାପାଙ୍କର ମୁଁ ଭାରି ଗେଲ୍ହି

ନାଁ ଟା ମୋର ତିତିଲି ।


ଯାଉଛି ଟିକେ ବଜାର ବୁଲି

ପାଦେ ପିନ୍ଧି ହାଇହିଲ୍

ନାଁ ଟା ମୋର ତିତିଲି ।


ମୁଁ ଡ୍ରେସ୍ ପିନ୍ଧିଛି ଝିଲ୍ ମିଲି

ମୋତେ ଚାହୁଁଛନ୍ତି ସବୁ ବୁଲି ବୁଲି

ନାଁ ଟା ମୋର ତିତିଲି ।


ମୁଁ ଚାଲି ଥାଏ ହଲି ହଲି

ପଇସା ନାହିଁ ପକେଟ୍ ଖାଲି

ନାଁ ଟା ମୋର ତିତିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mitanjali Satapathy

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ

ମୋ ବୋଉ

ମୋ ବୋଉ

1 min ପଢ଼ନ୍ତୁ

କରୋନା

କରୋନା

1 min ପଢ଼ନ୍ତୁ

Similar oriya poem from Children