STORYMIRROR

Mitanjali Satapathy

Children

4  

Mitanjali Satapathy

Children

କୁନି ଝିଅ

କୁନି ଝିଅ

1 min
476

ଘନ କୁନ୍ତଳ, ଢଳ ଢଳ ନୀଳନୟନ

ତା ମଧ୍ୟେ ଶୋଭା ପାଉଛି କଜଳ ସମ ଭୃଲତା |

ଉନ୍ନତ, ତୀକ୍ଷ୍ଣ ସୁଂଗଠିତ ନାସିକା

ରକ୍ତଜବା ସମ ଜିହ୍ୱା ତା'ର

ଗୋଲାପୀ ଅଧରେ ଉକୁଟି ଉଠୁଛି ନିରହଙ୍କାର ହସ |

କୁନି କୁନି ଚମ୍ପାକଢି ର ଆଙ୍ଗୁଳି

ସୁବର୍ଣ୍ଣ ସମ ଗୌରାଙ୍ଗୀ

ସ୍ପର୍ଶକରି ନାହିଁ ହିଂସା, ଦ୍ୱେଷ, ପରଶ୍ରୀକାତରତା

ସତେ ଅବା ଦେବସନ୍ତାନ |

ଯେସନେ ନଭ ସାୟଂକାଳେ

ଶୋଭା ପାଏ ନକ୍ଷତ୍ରଙ୍କ ମେଳେ

ମୋ ରୂପସୀ ପରୀ ଶୋଭା ପାଉଛି

ତା ଆତ୍ମୀୟ ସ୍ଵଜନଙ୍କ ଗହଣେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mitanjali Satapathy

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ

ମୋ ବୋଉ

ମୋ ବୋଉ

1 min ପଢ଼ନ୍ତୁ

କରୋନା

କରୋନା

1 min ପଢ଼ନ୍ତୁ

Similar oriya poem from Children