STORYMIRROR

kahnu charan sahu

Abstract

4  

kahnu charan sahu

Abstract

ତିନୋଟି ଅଣୁ କବିତା

ତିନୋଟି ଅଣୁ କବିତା

1 min
151

- ଏକ -


ଖୁବ ଅଜବ ଦୁନିଆ

ଯାହାକୁ ଚାହିଁବ 

ସିଏ ଆଉ କାହାର ହେଇଯାଏ ।


- ଦୁଇ -


ହୃଦୟକୁ ସମସ୍ତେ ବୁଝିପାରନ୍ତିନି

ଅନେକ ବୁଝନ୍ତି କେବଳ

ଦେହରେ ବୋଳା ଧନ, ଯୌବନର ମାନ ।


- ତିନି -


ସମୟ ଜଣେଇଦିଏ

ଓଠ ଦୁଇଧାରେ ଝଲସୁ ଥିବା ହସ

ଅଳ୍ପ ଦିନର

ଯେ ଯାଏଁ ନୟନେ ନାଚୁଥିବା ପ୍ରତିଛବି

ହେଇନି ଆଉ କାହାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract