STORYMIRROR

Gajendra Kumar sethy

Tragedy

3  

Gajendra Kumar sethy

Tragedy

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
149

ମୁଁ ସେହି ଥୁଣ୍ଟା ଗଛଟିଏ

ଯିଏ ଥିଲା ଦିନେ

ବର୍ତ୍ତମାନର ମୂକ ସାକ୍ଷୀ

ହସର ଲୁହର, ସୁୁଖର ଦୁୁଃଖର

ଭଲମନ୍ଦ ଆଉ ହସକାନ୍ଦର ସଂସାର।

ଆଜି ସେ ସବୁ ନାହିଁ,

ହଜିଯାଇଛି ସେ ରଙ୍ଗବେରଙ୍ଗର ସୃୃଷ୍ଟି

ଠିକ୍ ମୋ ଡାଳପତ୍ର ପରିି।

ଭାଇ ଆଜି ଛାଇ ହୋଇ ନାହିଁ

ସ୍ମୃତି ଆଜି ବିଲୁପ୍ତ ପ୍ରାୟ     

ତଥାପି ବସିଛି

ସେହି ଥୁଣ୍ଟା ଗଛଟିଏ

ଅତୀତର ମୂକ ସାକ୍ଷୀ ହୋଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy