Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Inspirational

3  

Pramila Mohanty

Inspirational

ଥକିବାନି କେବେ ଜୀବନରେ

ଥକିବାନି କେବେ ଜୀବନରେ

1 min
192



ଜୀବନର ପଥବହୁ କଣ୍ଟକ ମୟ ହାରିବାନି କେବେ ଯିବାଆଗକୁ ପାଦ ବଢାଇ ସମୟ ନେବ

ହାତକୁ ଧରି ବାଜୁପଛେ

ଗୋଡେ କଣ୍ଟା ଲଟା ଅବା ରୁଧିର 

 ପଡୁ ଝରି ମାରିବାନି

ଥକ୍କା ମିଳୁପଛେ ଧକ୍କା

ନ ପଡୁ ଆଖିରୁ ଲୂହ ଝରି

ସୁଖ ଦୁଃଖ ପରା ଜୀବନର ରୀତି

 ଚାଲୁଥିବା ବାଟ ଖୋଜି

ହୋଇବାନି କେବେ ଉନ୍ମାଦିତ

ମିଳୁ ପଛେ ଯେତେ ସୁଖ ଶୀରି

ଦୁଃଖ ଆସିଲେ ବାନ୍ଧିବା ସାହାସ

ଆଗକୁ ବଢିବା ଚାଲି

  ନ ପଡିବା କେବେ ଥକି

 ଚଳିବା ଅଣ୍ଟା କୁ ଭିଡି

ଏତ କାଳର କରାଳ ଗତି

ନ ପଡି ଥକି ହୋଇବା

   ତାରି ସାଥି ।



Rate this content
Log in

Similar oriya poem from Inspirational