STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ଥିଲେ ଥାଉ ପଛେ

ଥିଲେ ଥାଉ ପଛେ

1 min
278

ଥିଲେ ଥାଉ ପଛେ କୋଟି ଭଣ୍ଡାର

ଅମଣିଷ ହେଲେ ସବୁ ବେକାର l


ହେଲେ ହୋଇଥାଅ ବିଶ୍ୱସୁନ୍ଦରୀ

ଚରିତ୍ର ନ ଥିଲେ ପୁରା କୁକୁରି l


ଥିଲେ ଥାଉ ପଛେ ହଜାରେ ଗୁଣ

ନୀଚମନା ହେଲେ ପଶୁ ସମାନ l


ହେଲେ ହୋଇଥାଅ ପୁଲିସିବାବୁ

ଲାଞ୍ଚୁଆ ହୋଇଲେ ନରକେ ଯିବୁ l


ଥିଲେ ଥାଉ ପଛେ କୁଡ଼ିଆ ଘର

ସଭିଏଁ କରନ୍ତି ତାଙ୍କୁ ଜୁହାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract