STORYMIRROR

Akshayakumar Dash

Inspirational

2  

Akshayakumar Dash

Inspirational

ତାରା

ତାରା

1 min
97

ରାତି ଆସିଲେ ଆକାଶରେ

ଫୁଠି ଉଠନ୍ତି ଅଗଣିତ ତାରା

କୋଉଠୁ ଆସନ୍ତି 

ରାତି ହେଲେ ରୂପ ଦେଖାନ୍ତି

ଆକାଶ ଗଙ୍ଗାରେ 

କୋଟି କୋଟି ତାରା

ଝିଲମିଲ ଯେମିତି

ଉପରେ ରହ

ତଳକୁ ଦେଖନ୍ତି ।



Rate this content
Log in

Similar oriya poem from Inspirational