ତାଳ
ତାଳ
(ବ୍ୟଙ୍ଗ କବିତା)
ଚେକା ଚେକା ତିନୋଟି ପାଖୁଡା
ବସି ଖାଏ ମୁଁ ମନ୍ଦିର ବେଢା
ସୁକୁଟାର ବଡ ଆଙ୍କୁଡା
ଖାଇବାକୁ ସୁନା ଟୁନା ମୁନା
ଲାଗନ୍ତି ନିତି ଝଗଡା |1
ଖାଇ ପାଟି ଦେହ ଝାଳ ନାଳ
ଅତି ସୁନ୍ଦର ଏହି ତାଳ
ତଣ୍ଟି ହୁଅଇ ଗଳ ଗଳ
ଖରା ଦିନିଆ ଭାରି ମିଠା ସତେ
ଆହୁରି ମଧୁର ତାହାରି ଜଳ |2
