STORYMIRROR

Chandrakanta Nayak

Abstract

3  

Chandrakanta Nayak

Abstract

ତାକୁ କଣ କହିବା ?

ତାକୁ କଣ କହିବା ?

1 min
336

ଯାହାକେବେ ଭୁଲି ହୁଏନି ତାକୁ କଣ କୁହାଯାଏ ?

ଯାହା କେବେ କହିହୁଏନି ତାକୁ କଣ କୁହାଯାଏ ?

ଯାହା କେବେ ଲେଖହୁଏନି ତାକୁ କଣ କୁହାଯାଏ ?

ଯାହା କେବେ କହିହୁଏନି ତାକୁ କଣ କୁହାଯାଏ ?

ଯାହା କେବେ ସହିହୁଏନି ତାକୁ କଣ କୁହାଯାଏ ?

ଯାହା କେବେ ଆଙ୍କିହୁଏନି ତାକୁ କଣ କୁହାଯାଏ ?

ଯାହା କେବେ ଦେଇହୁଏନି ତାକୁ କଣ କୁହାଯାଏ ?

ଯାହା କେବେ ନେଇହୁଏନି ତାକୁ କଣ କୁହାଯାଏ ?

ଯାହା କେବେ ବୋହିହୁଏନି ତାକୁ କଣ କୁହାଯାଏ ?

ଯାହା କେବେ ମିଛହୁଏନି ତାକୁ କଣ କୁହାଯାଏ ?

ଯାହା କେବେ ବୋଳିହୁଏନି ତାକୁ କଣ କୁହାଯାଏ ?

ଭାବୁଛି ସବୁକୁ ମିଶେଇ ଦେଲେ ପ୍ରେମ କୁହାଯାଏ l

ଯାହା କେବେ ମାଗିହୁଏନି ତାକୁ କଣ କୁହାଯାଏ ?

ଯାହା କେବେ ସତ ହୁଏନି ତାକୁ କଣ କୁହାଯାଏ ?

ଯାହା କେବେ ତୋଳିହୁଏନି ତାକୁ କଣ କୁହାଯାଏ ?


Rate this content
Log in

Similar oriya poem from Abstract