STORYMIRROR

kahnu charan sahu

Abstract

3  

kahnu charan sahu

Abstract

ସୁଯୋଗ

ସୁଯୋଗ

1 min
182


ମୁଁ ଜାଣେ 

ତମେମାନେ 

ଭୁଲି ଭୁଲି ଯାଅ,

ଯେତେ ଦୂରଗଲେ ବି

ହୃଦୟରେ ଥାଅ ।


କେବେ ଜୀବନରେ 

ନିଶ୍ଚୟ ଆସିବ ସୁଯୋଗ,

ତମେମାନେ ଅପେକ୍ଷାରେ ଥିବ

ଆଉ ମୁଁ ହେଇଥିବି ନିଖୋଜ !


ନଥିବ ମୋ ଠିକଣା

ମୁଁ ହେଇଯାଇଥିବି ଅଜଣା,

ଖୋଜିଲେ ବି ମିଳିବିନି

ତୁମକୁ ସବୁ କିଛି ଜଣା ।


ପାରିବ ତ ରୋକିନେବ

ଝରୁଥିବା ଆଖିଲୁହ

ଯାହା ମୁଁ ଗଲାପରେ 

ତମେ ଆଉ ତମ ଆଖି କୁହ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract