Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Inspirational

4.3  

Reeta aparajeeta Mohanty

Inspirational

ସୁଯୋଗ କରନା ହାତଛଡା

ସୁଯୋଗ କରନା ହାତଛଡା

1 min
302



ମ ରୁ ମଣିଷ 

ତୁମକୁ ମିଳୁଛି ଯେବେ ସୁଯୋଗ 

କାହାର ସେବା କରିବାର 

ତେବେ ତୁମେ ତାକୁ ସାହାର ହୁଅ

ଏହି ସୁବର୍ଣ୍ଣ ସୁଯୋଗ କରିବା ନାହିଁ 

ହାତଛଡା ଥରେ ଚାଲିଗଲେ

ଏ ସୁଯୋଗ ନ ମିଳିପାରେ ଆଉ ।

ମଣିଷ ଜୀବନର ନାହିଁ କିଛି 

ସ୍ଥିରତା ତେଣୁ ସେ ଉତ୍ତମ 

କର୍ମ କଲେ ।

ଧର୍ମ ହୁଏ ରକ୍ଷା ।

ପିତା ମାତା ଗୁରୁଜନଙ୍କୁ 

କରିବା ଭକ୍ତି କରିବାରେ 

କାର୍ପ୍ୟଣ୍ୟ ନ କରିବା 

ଯେତେଦିନ ଯାଏଁ ଜୀଇଁବା 

ସଭିଙ୍କୁ ସ୍ନେହ ମମତା ବାଣ୍ଟିବାରେ 

କରିବାନି ହେଳା,

ସରିଯାଇଥିବା ସମୟ ପଛକୁ ଫେରେଇବନି 

ତେଣୁ ଆମେ ସମୟ କୁ କାମରେ 

ଲଗାଇବା ସୁଯୋଗ କରିବାନି ହାତଛଡା ।


Rate this content
Log in

Similar oriya poem from Inspirational