STORYMIRROR

Sudhashree Bhattamisra

Classics

3  

Sudhashree Bhattamisra

Classics

ସୂର୍ଯ୍ୟ

ସୂର୍ଯ୍ୟ

1 min
272

ହେ ସୂର୍ଯ୍ୟ ଦେବତା ତମେ

ସକଳ

ଶକ୍ତିର 

ଆଧାର

ତମେ 

ଢାଳିଦିଅ

ସକାଳ ରେ  

ଆଶାର କିରଣ

ତମେ ସବୁଠି  

କିରଣ ଦିଅ 

ହେଲେ

ନେଇ 

ଥାଅ 

କିଛି ସାରାଂଶ

ତମେ 

ବାସ୍ତବିକ 

ମହାନ 


Rate this content
Log in

Similar oriya poem from Classics