STORYMIRROR

Gangotri Priyadarshini

Action Inspirational Children

3  

Gangotri Priyadarshini

Action Inspirational Children

ସୁପର ମ୍ୟାନ

ସୁପର ମ୍ୟାନ

1 min
193

ମୋର ସବୁ ଇଚ୍ଛା ପୂରଣ ପାଇଁ

ନିଜର ସବୁ ଇଚ୍ଛା ତ୍ୟାଗ କରନ୍ତି 

ମୋର ଖୁସିରେ ନିଜ ଖୁସି ଖୋଜି ବୁଲନ୍ତି

ସୁପର ମ୍ୟାନ ମାେ ବାପା

ଏକଥା କଣ କାହାକୁ ଅଛପା

ଦିନର ଚବିଶ ଘଣ୍ଟା ବି ନିଅଣ୍ଟ ତାଙ୍କୁ

ଜଗି ରହିଥାଆନ୍ତି ସବୁବେଳେ 

ମାେ ଫର୍ମାଇସ ସବୁ ପୁରା କରିବାକୁ

ସେ ମାେ ସୁପର ମ୍ୟାନ ଆଉ କେହି ନୁହେଁ ମୋ ବାପା

ସବୁ ସ୍ଥିତିରେ ସାହସ ର ଛାତ ହେଇ

ମୋର ସବୁ ଦୁଃଖ ଯନ୍ତ୍ରଣାକୁ ନିଜର କରି

ହସି ହସି ମୋ ମୁହଁରେ ହସ ଖେଲାନ୍ତି ମାେ ବାପା

ସେ ମୋ ସୁପର ମ୍ୟାନ ମୋର ମନ ମାନ ଆଉ ଅଭିମାନ

ମୋ ବାପା ହଁ ମାେ ସୁପର ମ୍ୟାନ ମାେ ବାପା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action