ସୁକୁମାରୀ ମୁହୂର୍ତ୍ତ
ସୁକୁମାରୀ ମୁହୂର୍ତ୍ତ
ସୁକୁମାରୀ ମୁହୂର୍ତ୍ତ
କନ୍ଦାଏ ବହୁତ ...
ଜୀବନରେ ଆସେ ଯେବେ ,
ଅଦିନ ଝଡ଼ ଆଉ ଭୂମିକମ୍ପ ।।
ସେଇ ସୁକୁମାରୀ ମୁହୂର୍ତ୍ତ,
ମନେ ପଡ଼େ ଆଜି ବହୁତ ।।
ବାହୁନି ବାହୁନି କାନ୍ଦେ,
ନିଶବ୍ଦ ରାତିର କୋଳେ ।।
ନ ଥାଏ ପାଶେ କେହି,
ଲୁହ ପୋଛି କୋଳେଇ ନେବ ତୋତେ ,
ଗେଲ କରି ଆଉ କିଏ ଖୁଆଇବ ତୋତେ ?
©ଧରିତ୍ରୀ ମଲ୍ଲିକ୍
