STORYMIRROR

Puspanjali Panda

Classics

3  

Puspanjali Panda

Classics

ସୁକ୍ଷ୍ମ ଚେତନାରେ

ସୁକ୍ଷ୍ମ ଚେତନାରେ

1 min
204


ନିଜକୁ ସମର୍ପି ଦେଲାପରେ

ବାକି କଣ ଅଛିଯେ

ତୁମକୁ ଦେବି

କିଛି ତ ନଥିଲା ମୋରବୋଲି

ସବୁ ତ ତୁମ ଦାନ 

କେତେ ବା ନେବି..!

ହୃଦୟରେ ସାଇତି ଥିଲି ଯା

ତୁମ ରୂପ 

ଆଖି ଖୋଳପାରେ

ଶେଷ ଯାଏ ପାଇଲିନି ତାକୁ

ହାରିଗଲା

ମରଣ ପାଖରେ।

ମୃତ୍ୟୁ ପରି ଆଉ କିଛି ଥାଏକି?

ଯଦି, ହଁ,

ସମର୍ପି ଦେବି ସେଇଠି

ସୁକ୍ଷ୍ମ ଚେତନାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics