Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Raja Sekhar CH V

Action Classics Inspirational


3  

Raja Sekhar CH V

Action Classics Inspirational


ସୁହାସିନୀ

ସୁହାସିନୀ

1 min 207 1 min 207

ପ୍ରତି ସଦନର ଗୌରବ ଯେ ନନ୍ଦିନୀ,

ପିତା ହେତୁ ସାତଟି ଯିଏ ରାଜନନ୍ଦିନୀ,

ଯିଏ ସ୍ୱୟଂ ଏକ ଅବିରାମ ତରଙ୍ଗିନୀ,

କର୍ତ୍ତବ୍ୟ ପାଳନ ଦ୍ୱାରା ହୁଏ ସୁହାସିନୀ |୧|


ସ୍ତ୍ରୀ ହୋଉଛି ଅନୁପମ ଅନୁରାଗର ପ୍ରତୀକ,

ସ୍ତ୍ରୀର ମାନ୍ୟ ଜୀବନ ହୋଉଛି ଅଲୌକିକ,

ସ୍ତ୍ରୀ ସର୍ବଦା ହୋଉଛି ସହାନଶକ୍ତିର ଦୀପକ,

ସ୍ତ୍ରୀ ହୋଉଛି ତ୍ୟାଗଶୀଳତାର ଭବ୍ୟ ସ୍ମାରକ |୨|


ନାରୀ ନିଏ ଭାଇ ପାଇଁ ଭଗିନୀର ରୂପ,

ନାରୀ ନିଏ ସ୍ୱାମୀ ପାଇଁ ସଙ୍ଗିନୀର ରୂପ,

ନାରୀ ନିଏ ସନ୍ତାନ ପାଇଁ ମମତାର ରୂପ,

ନାରୀର ପ୍ରତ୍ୟେକ ସ୍ୱରୂପ ହେଲା ଅପରୂପ |୩|



Rate this content
Log in

More oriya poem from Raja Sekhar CH V

Similar oriya poem from Action