ସୁବାଷ ବୋଷ
ସୁବାଷ ବୋଷ


ସୁଭାଷ ଚନ୍ଦ୍ର ପାଇଥିଲେ ବିପଦ ,
ଜୟ ହିନ୍ଦ
ସ୍ଵାଧୀନତା ପାଇ ବଢାଇଲେ ପାଦ ,
ଜୟ ହିନ୍ଦ
ଛାଡିଦେଲେ ସବୁ ସମ୍ମାନ ସୁଆଦ ,
ଜୟ ହିନ୍ଦ
ପୂଜିଥିଲେ ଭାରତ ମାତାର ପାଦ ,
ଜୟ ହିନ୍ଦ
ବନ୍ଦେ ମାତରମ୍ ,ବନ୍ଦେ ମାତରମ୍, ବନ୍ଦେ ମାତରମ୍
ସ୍ଵାଧୀନତା ପାଇ ଛାଡିଲେନି ଜିଦ୍ ,
ଜୟ ହିନ୍ଦ
ଗୋରାଙ୍କୁ ଯିବାଙ୍କୁ କରିଲେ ତାଗିଦ୍,
ଜୟ ହିନ୍ଦ
ଭାରତ ମାତାର ପାଇ ଆର୍ଶିବାଦ ,
ଜୟ ହିନ୍ଦ
ଭୁଲିଗଲେ ସବୁ ସମ୍ପଦ ବିପଦ ,
ଜୟ ହିନ୍ଦ
ଗୋରାଙ୍କ ରହିବା କରିଦେଲେ ବନ୍ଦ ,
ଜୟ ହ
ିନ୍ଦ
ଲିଭାଇଲେ ତାଙ୍କ ପୁନେଇ ଚାନ୍ଦ ,
ଜୟ ହିନ୍ଦ
ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍
ଗୋରାଙ୍କ ଉପରେ ସାଇତି ବିପଦ ,
ଜୟ ହିନ୍ଦ
ହୃଦୟ ଗଢିଲ ବିଶାଳ ବାରୁଦ ,
ଜୟ ହିନ୍ଦ
ଭାରତବାସୀଙ୍କ ଆଖିରେ ଆନନ୍ଦ ,
ଜୟ ହିନ୍ଦ
ଦେଶର ଉପରୁ ହଟିଲା ବିପଦ ,
ଜୟ ହିନ୍ଦ
ଇଂରେଜଙ୍କ ଗୁଳିକୁ ଦେଖାଇ କାନ୍ଧ ,
ଜୟ ହିନ୍ଦ
ଦେଖାଇ ଦେଲ ତାଙ୍କୁ ରକ୍ତର ହ୍ରଦ ,
ଜୟ ହିନ୍ଦ
ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍