Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ସତ୍ୟର ସନ୍ଧାନ

ସତ୍ୟର ସନ୍ଧାନ

1 min
238


କିଛି କିଛି ଶବ୍ଦ ଅଭିଧାନରୁ ଧୀରେ ଧୀରେ ଯିବ ହଜି,

ସତ୍ୟ ପ୍ରେମ ନ୍ୟାୟ ଅହିଂସା ଶବ୍ଦକୁ ପାଇବାନି ଖୋଜି ଖୋଜି ।


ସଂସଦ ଭବନ ବିଧାନସଭାରେ ସତ୍ୟ କୁହନ୍ତିନି ନେତା,

ଦୋକାନ ବଜାରେ ସତ୍ୟକୁ ଖୋଜିଲେ ଘୋରି ହେଇଯିବ ଜୋତା ।


ସତ୍ୟ ଖୋଜିବାକୁ ବିଦ୍ୟାଳୟ କିବା ଦେବାଳୟ ଯିବାନାହିଁ,

ଗୁରୁଜନ ପିତା-ମାତାଙ୍କ କଥାରେ ମିଛ ଛଡ଼ା ସତ୍ୟ କାହିଁ ?


ପ୍ରେମ ଅର୍ଥ ଏବେ ବଦଳି ଗଲାଣି ନ୍ୟାୟ ହେଲାଣି ଆତ୍ମଗୋପନନ,

ସମାଜର ଗତି ଦେଖିଲେ ଅହିଂସା କରିବ ।


କେଉଁଠୁ ପାଇବା ସ୍ନେହଭରା କଥା ସବୁ ସ୍ଵାର୍ଥପର ହେଲେ,

କେବଳ ଭରସା ଜଗନ୍ନାଥ ସ୍ଵାମୀ କାଳେ ଦେବେ ଦୟାକଲେ । 


#ସିଧାକଥା


Rate this content
Log in

Similar oriya poem from Inspirational