STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ସତ୍ୟ-୨

ସତ୍ୟ-୨

1 min
13.2K


ମୁଁ ଆଜି ସତ୍ୟର ଯନ୍ତାରେ ପଡିଛି

କଷ୍ଟେ ହୁଏ ଭିଡିମୋଡି

ପରିସ୍ଥିତି ଯେତେ ଟାଣିଲେ ବି ସୁଦ୍ଧା

ସତ୍ୟ ଧରୁଛି ଜାବୋଡି

ତୁମେ ଯଦି ସତ୍ୟ ପଥରେ ରହିଛ

ସତ୍ୟ ତୁମେ ପାଖେ ଥିବ

ତୁମେ ଯେତେ ପଛେ ଘୃଣା କର ତାକୁ

ସେ କେବେ ଛାଡି ନ ଯିବ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract