STORYMIRROR

Bishnu priya Jena

Classics

3  

Bishnu priya Jena

Classics

ସ୍ତୁତି

ସ୍ତୁତି

1 min
167


ସ୍ତୁତି ତୁମେ ଅସରନ୍ତି ଭାବନା ସମ୍ଭାର ସଦା ଚିର ସବୁଜ      

ସ୍ତୁତି ତୁମେ ଶେଫାଳୀର ସାଉଁଟା ସୁରଭି ଗନ୍ଧ

ତୁମେ ମନ ଆକାଶରେ ବିରହିର ବେଦନା ଭିଜା ଅଶୃ

ସ୍ତୁତି ତୁମେ ପହିଲି ସୂର୍ଯ୍ୟ କିରଣ ପଶ୍ଚିମ ଆକାଶେ ସୂର୍ଯ୍ୟାସ୍ତର

ଅନ୍ତିମ ଛବି ତୋରଣ

ସ୍ତୁତି ତୁମେ କଅଁଳ ଶିଶୁର କୋମଳ ମନ ତୁମ ପାଖେ ଖୋଜୁଥାଏ ପିଲାଦିନ

ସ୍ତୁତି ତୁମେ ଯୌବନର ପ୍ରେମ ପ୍ରୀତିର ବନ୍ଧନ

ପୁଣି ତୁମେ ବିରହ ବିଚ୍ଛେଦ କେତେ କାହାଣୀର ମୂକ ସାକ୍ଷୀ ସାଜିଥାଅ

ସ୍ତୁତି ତୁମେ ମନ ମରୁବୁକେ ମଧୁଝର ତୁମେ ପ୍ରୀତି ସାଗରର ଧାରା 

ସ୍ତୁତି ତୁମେ ଗୋଧୂଳି ଲଗନେ ବଇଁଶୀ ମୃଚ୍ଛନା ଆଶା

ବିଶ୍ଵାସ ମନର ଅବିଶ୍ବାସ କେଇ ପୃଷ୍ଠା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics