STORYMIRROR

Bishnu priya Jena

Others

3  

Bishnu priya Jena

Others

ମା' ଓ ଶିଶୁ

ମା' ଓ ଶିଶୁ

1 min
202

ମାଆ ଓ ଶିଶୁର ପବିତ୍ର ବନ୍ଧନ

ମାଆର ଜୀବନ ତା ଶିଶୁ

ନିଜ ରକ୍ତରେ ସୃଷ୍ଟି କରିଥାଏ

ଆଗାମୀ ପିଢ଼ିର ସ୍ରଷ୍ଟାକୁ

ନିଜ ଶରୀରର ଅମୃତ ପାନେ

ନୂତନ ସୃଷ୍ଟିର ଆରମ୍ଭ

ସେ ଜଣେ ହୋଇ ପାରେ

ମହାତ୍ମା ଗାନ୍ଧୀଙ୍କ ପରି ମହାପୁରୁଷ

ବା ହୋଇପାରେ ଆଇନଷ୍ଟାଇନଙ୍କ ପରି

ବୈଜ୍ଞାନିକ

ମାଆ ତା'ର ଜୀବନର ସବୁ ‌ସୁଖ ଆଶୀର୍ବାଦ

ଢାଳିଦିଏ ତା ଶିଶୁ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍