STORYMIRROR

Bishnu priya Jena

Classics

3  

Bishnu priya Jena

Classics

ଆଜିର ନାରୀ

ଆଜିର ନାରୀ

1 min
201

ଆଜିର ନାରୀ ଆବଦ୍ଧ ନୁହନ୍ତି

ଘର ଅଗଣାରେ ପରଦା ଭିତରେ

ସମାଜ ସହିତ ‌ପାଦ ମିଶେଇ

ଚାଲିବାରେ ପାରଙ୍ଗମ।

ଆଜିର ନାରୀ ଆକାଶରେ ଉଡାଜାହାଜ ଚଳାଇବା

ଏଭରେଷ୍ଟ ଶୃଙ୍ଗ ଚଢିବାରେ

ମାନନ୍ତି ନି କେବେ ହାର୍।

ମଙ୍ଗଳ ଗ୍ରହ ରେ ଭ୍ରମଣ କରି

ଫେରିଲଣି ପରା ନାରୀ

ଦେଶର ରାଜନୀତିରେ ନାରୀ ର

ଭୂମିକା କିଛି କମ୍ ନୁହଁଇ।

ନାରୀ ନୁହେଁ ଏବେ ଦୁର୍ବଳା,ଅବଳା

ନିଜରକ୍ଷା ପାଇଁ ସେ ସାଜୁଛି ଦୁର୍ଗା ସଦା। 



Rate this content
Log in

Similar oriya poem from Classics