STORYMIRROR

Bishnu priya Jena

Others

3  

Bishnu priya Jena

Others

ପତି ପତ୍ନୀ

ପତି ପତ୍ନୀ

1 min
195

ପତି ପତ୍ନୀ ଦୁହେଁ ଘରର ମୁରବି

ନିଜେ ସଞ୍ଜମୀ ସଂସ୍କାରୀ ହେବା

ଦୁହେଁ ଦୁହିଁଙ୍କୁ ସମ୍ମାନ ଦେଲେ

ପିଲାମାନଙ୍କୁ ସଂସ୍କାରି କରି ଗଢିବା

ପିଲାମାନଙ୍କ ସୃଷ୍ଟି ଆମ ଠାରୁ

ଆମ ପରିବେଶ ହେଲେ ସୁନ୍ଦର

ପିଲାମାନଙ୍କର ଭବିଷ୍ୟତ ହସିଉଠିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍