STORYMIRROR

Bishnu priya Jena

Inspirational

3  

Bishnu priya Jena

Inspirational

ସ୍ମୃତି

ସ୍ମୃତି

1 min
166

ମୁଁ ବି ସେଇ ନାରୀ

ନାରୀ ଟିଏ ଘରେ ଥିଲେ

ଘର ସ୍ଵର୍ଗ ସମାନ

ଯେଉଁ ଘରେ ନାରୀ ନାହିଁ

ସେ ଘର ମଶାଣି ସମ

ନାରୀ ଟିଏ ଘରେ ଥିଲେ

ସୁଖ ଦୁଃଖ ସବୁ ଆବୋରି

କୁଡ଼ିଆ ଘର କୁ କରିଥାଏ

ସ୍ଵର୍ଗ ପୁରୀ

ମୁଁ ପରା ସେହି ନାରୀ

ଖାଇବାକୁ ଦିଏ

ନାନା ବ୍ୟଞ୍ଜନ ପ୍ରସ୍ତୁତ କରି

ଶରୀର କଷ୍ଟ ହେଲେ ବି

ଖାତିରି କରେ ନା କେବେ

ପାରିଥାଏ ସହଜରେ

ସଭିଙ୍କ ର ମନ ଜାଣି

ମୁଁ ପରା ସେହି ନାରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational