STORYMIRROR

Bishnu priya Jena

Others

3  

Bishnu priya Jena

Others

ସେବା

ସେବା

1 min
169

ମାନବ ସେବାରେ ଇଶ୍ଵର ସନ୍ତୁଷ୍ଟ

ମାଧବକୁ କିଏବା ଦେଖିଛି

ମାନବ ଭିତରେ ମାଧବ

ଗୁପତରେ ରହିଛନ୍ତି

ମାନବ ସେବାରେ ଅପାର ଶାନ୍ତି

ଯିଏ ଜାଣେ ତା ମହତ୍ତ୍ଵ

ସେହି କରିଥାଏ ଅନୁଭବ

ସେହି ଅପାର ଶାନ୍ତିର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍