STORYMIRROR

Bishnu priya Jena

Others

2  

Bishnu priya Jena

Others

ଯୌଥ ପରିବାର

ଯୌଥ ପରିବାର

1 min
97

ପୂର୍ବରୁ ଥିଲା ବହୁ ଯୌଥ ପରିବାର

ମିଳି ମିଶି ଚାଲୁଥିଲେ

ବିପଦେ ଅପଦେ ଜଣେ ଜଣଙ୍କର

ଆଶାବାଡି ସାଜୁ ଥିଲେ

ଅଭାବ ଅନଟନ କେବେ

ଦିନ କଟୁ ନ ଥିଲେ

ଗୋଟିଏ ବାଡିକୁ ଭାଙ୍ଗିବା

ଅତି ସହଜ ଅଟଇ

ଅନେକ ବାଡିକୁ ଭାଙ୍ଗିବା ଏତେ ସହଜ ନୁହଁଇ

ସ୍ନେହ ମମତାର ନିବିଡ଼ ସମ୍ପର୍କ

ଯୌଥ ପରିବାରରେ ଥାଏ

ଡାଲି ଭାତ ଖାଇବାରେ ଯେଉଁ ମଜା

ମାଂସ ଝୋଳରେ ନଥାଏ

ଅଜି କାଲି ସାତ ସପନ ହୋଇଛି

ଯୌଥ ପରିବାରଟିଏ

ସଭିଏଁ ଚାହାନ୍ତି ଏକା ଏକା ରହି

ଶାନ୍ତିରେ କାଟିବୁ ଦିନ

 ଅପରି ସମୟ ହୋଇଛି

ଏକା ଏକା ରହି ମରି ପଚି ସଢି

କାନ୍ଧ ମିଳେନାହିଁ ଯିବାକୁ

ମଶାଣୀ ଭୂଇଁକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍