Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Romance Fantasy

3  

Raja Sekhar CH V

Abstract Romance Fantasy

ସ୍ତବ୍ଧ ହେଲା ମନ

ସ୍ତବ୍ଧ ହେଲା ମନ

1 min
139


ସ୍ତବ୍ଧ ହେଲା ମନ,

ସ୍ନିଗ୍ଧ ହେଲା ମନ,

ଚାନ୍ଦିନୀ ଭରିଲ,

ମୋ ଆଖି ଆଗେରେ |୧|


ହଜିଲା ମୋ ଧ୍ୟାନ,

ଖୋଜିଲି ମୋ ମନ,

ଏହା ପ୍ରେମର ସ୍ପନ୍ଦନ,

ସାଜିଲି ସୁନ୍ଦର ସପନ |୨|


ଆଉ ବୁଝୁ ନାହିଁ !

ଆଉ ବୁଝୁ ନାହିଁ !

ଆଉ ବୁଝୁ ନାହିଁ ମୋ ମନ !


ଚାହୁଁଚି ମୁଁ ଚାହୁଁଚି !

ଚାହୁଁଚି ମୁଁ ଚାହୁଁଚି !

ତୁମ ପ୍ରେମ ଚାହୁଁଚୁ ଓ କୁସୁମ !!


ରହିଲା ମନ ତୁମ ପାଖେରେ,

ମୋ ଜୀବନ ତୁମରି ହାତରେ,

ମୋ ଭବିଷ୍ୟ ତୁମରି ଚିନ୍ତାରେ,

ଆଲୋକ ଆନା କ୍ଷଣ କ୍ଷଣରେ |୩|


ସ୍ତବ୍ଧ ହେଲା ମନ,

ସ୍ନିଗ୍ଧ ହେଲା ମନ,

ଚାନ୍ଦିନୀ ଭରିଲ,

ମୋ ଆଖି ଆଗେରେ !!


Rate this content
Log in

Similar oriya poem from Abstract