STORYMIRROR

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଷ୍ଟୋରି ମିରର୍

ଷ୍ଟୋରି ମିରର୍

1 min
13.4K


ଗଳ୍ପ କବିତା ଇଂରାଜୀ ହିନ୍ଦୀ ଗୁଜରାଟୀ କି ଓଡ଼ିଆ

ଷ୍ଟୋରି ମିରର୍ ତାକୁ ପ୍ରୋତ୍ସାହନ ଦିଏ ଉଦ୍ୟମ ଭାରି ବଢିଆ ।

ଛପା ବହିର ସେ ପ୍ରସାର କରନ୍ତି ଅନଲାଇନ ବି ହୁଏ

ପ୍ରତି ସପ୍ତାହରେ ପ୍ରତିଯୋଗିତାର ଭିଡ଼ ଲାଗି ରହିଥାଏ ।

ଅନାମଧ୍ୟେୟଂକ ନାମ ବନିଯାଏ ପ୍ରତିଯୋଗିତାରେ ଜିତି

ପ୍ରୋତ୍ସାହନ ମିଳେ ଆଗକୁ ଯିବାକୁ ପୁରସ୍କାର ହେଲେ ଅତି ।

ସାହିତ୍ୟିକ ଗଢେ ସାହିତ୍ୟକୁ ବାଢେ ଘରେଘରେ ପହଞ୍ଚାଇ

ଷ୍ଟୋରି ମିରରକୁ ଅନ୍ତରାଭ୍ୟନ୍ତରୁ ଦେଉଛି ମୁହିଁ ବଧାଇ ।

ବିଶ୍ଵେଶ୍ୱର ମାଝୀ


Rate this content
Log in

Similar oriya poem from Inspirational