STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ସରସ୍ୱତୀ ପୂଜା

ସରସ୍ୱତୀ ପୂଜା

1 min
205

ଆମ ବିଧ୍ୟାପିଠ ସରସ୍ୱତୀ ପୂଜା

ଆସିବ ସରବେ ବୁଲି,

ଗୁରୁବାର ଦିନ ଦଶଟାରେ ପୂଜା

ପ୍ରସାଦ ସେବନ ବୋଲି

ନାଲିନେଳି କେତେ କାଗଜ ଫୁଲରେ

ସଜାସଜି ଆମେ କରି,

ମାଙ୍କ ମୁରତୀ ଆସ୍ଥାନ ରେ ଥୋଇ

ପରିବା କାଟିବୁ ଧରି

ପୂଜାରୀ ଆସିଲେ ଭୋଗରାଗ ଧରି

ମନ୍ତର ବୋଲିବେ କେତେ,

ପୁଷ୍ପାଞ୍ଜଳି ଦେବୁ ବିଧ୍ୟା ମନାସିବୁ

ବୋଲିବୁ ବନ୍ଦନା ଯେତେ

ନଡ଼ିଆ ପିଟିବୁ ଭୋଗ ବି ପାଇବୁ

ସାଙ୍ଗ ସାଥି ମେଳ ହେବୁ

ପ୍ରସାଦ ସେବନ କରିଲୋ ବୋଉଳ

ଆନନ୍ଦ ରେ ମଜା ନେବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract