STORYMIRROR

pranati Mahapatra

Abstract Inspirational

3  

pranati Mahapatra

Abstract Inspirational

ସର୍ବ ମଙ୍ଗଳମୟ

ସର୍ବ ମଙ୍ଗଳମୟ

1 min
196


ଜ୍ୟୋତିର୍ମୟସ୍ଵରୁପାୟ ତୁମେ

   ଜଗଦୀଶ୍ଵରାୟ,

ସଚ୍ଚିଦାନନ୍ଦରୂପାୟ ସର୍ବ

    ଜଗନ୍ନାଥମୟ।

ନମୋନମଃ ବାସୁଦେବାୟ

  ଦେବକୀନନ୍ଦନାୟ।


ସର୍ବବ୍ୟାପ୍ତ ତୁମେ ଜଗତକରତା

   ପ୍ରଭୁ ଭକ୍ତବତ୍ସଳାୟ,

ଓମ୍ ନମୋ ଭଗବତେ ବାସୁଦେବାୟ

   ନମୋନମଃ ଗୋବିନ୍ଦାୟ।


ଆଦିମୂଳ ତୁମେ ଓମ୍ କାରାୟ ପ୍ରଭୁ

   ଗୋପିଜନ ବଲ୍ଲଭାୟ,

ସର୍ବ ମଙ୍ଗଳମୟ ଜଗନ୍ନାଥ ତୁମେ

ନମୋନମଃ ଦଶରଥ ତନୟ।


   

     


Rate this content
Log in

Similar oriya poem from Abstract