STORYMIRROR

Ranita Swain

Fantasy Others

2  

Ranita Swain

Fantasy Others

ସ୍ଵପ୍ନ

ସ୍ଵପ୍ନ

1 min
13.9K


ଜାଣିଛ

ଏ ଅଲାଜୁଗୀ ସ୍ଵପ୍ନଟା ନିତି ଆସେ

ମୋ ଆଖୀର ଅଳସ ଭାଙ୍ଗେ

ନିଦ ହଜାଏ।

କେଜାଣି ଚୁପିଚୁପି କାନରେ କେତେ କ’ଣ କହିଯାଏ

ବୋଧେ ତୁମରି କଥା କୁହେ

ଆଉ ଶୁଣୁନି ମୁଁ

ସବୁ ଦିନ କହେ ତୁମେ କୁଆଡେ ମୋତେ ଭାରି ଭଲପାଅ

ସାରା ରାତି କଡ ଲେଉଟାଇ ତକିଆ ସହ କଥା ହୋଇ କଟେ

କେତେ ମିଛେଇ ସତେ

ଆଉ ନୁହେଁ

ଆଜି ଆସୁ ସଫା ସଫା କହିଦେବି

ଯା କହିଦେବୁ,,,

ମୁଁ ତାଙ୍କୁ ଜମା ଭଲ ପାଏନି

ଆଉ ଆସି ମୋତେ ନିଦରୁ ଉଠେଇ ଦହଗଞ୍ଜ କରିବା

ଦରକାର ନାହିଁ,,,

କେଜାଣି ମାନିବ କି ନାହିଁ।

ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy