STORYMIRROR

Sasmita Acharya

Romance

2  

Sasmita Acharya

Romance

ସପନ ସହରେ ମୋ ପ୍ରିୟର ଘର

ସପନ ସହରେ ମୋ ପ୍ରିୟର ଘର

1 min
13.7K


ସପନ ସହରେ ମୋ ପ୍ରିୟର ଘର

ମୋ ଗାଆଁ ଫୁଲରେ ତାର ଭାରି ନଜର

ସପନ ବଣିକ ସେ ସପନେ ଆସେ

ଫୁଲ ଦେଇ ମୋତେ କରେ ନିଜର……

ଅମାନିଆ ସିଏ ଭାରି ଅଭିମାନୀ

ଲାଗେ ମୋତେ ସତେ ଦୁଷ୍ଟ ପ୍ରଜାପତି

ଆସେ ପୁଣି ସିଏ ଦୂରେ ଚାଲିଯାଏ

ଚାଲିଥାଏ ଆମ ଚୋରା ପିରତୀ ……||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance