Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Das

Inspirational

4  

Sarojini Das

Inspirational

ସଫଳତାର ଶୀର୍ଷ

ସଫଳତାର ଶୀର୍ଷ

1 min
329


ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ

ତାଙ୍କୁ ନେଇ ବହୁତ ଗର୍ବ କରେ ମୁଁ ।


ଓଡିଶା ମାଟିରେ ତାଙ୍କ ଜନ୍ମସ୍ଥାନ

ପାଆନ୍ତି ସବୁ ସମାରୋହରେ ସମ୍ମାନ ।


ଜାତିପ୍ରଥାର କଡା ବେଡ଼ିକୁ କାଟି

ଉଚ୍ଚ ପଦବୀରେ ଓଡିଶା ମାଟି ।


ରମାଦେବୀରୁ ସେ ସ୍ନାତକ ନେଇ

ସଫଳତାର ସିଢିରେ ଗଲେ ଆଗେଇ ।


ସେ ସମୟରେ ନାରୀର ରାଜନୀତି

ତଥାପି ସେ ଆଗେଇ ଚାଲିଛନ୍ତି ।


ବାଧାବିଘ୍ନ ଜୀବନରେ ଆସିଛି

ଦୃଢସଂକଳ୍ପ କେବେ ନ ଭାଙ୍ଗିଛି ।


ମୋ ପାଇଁ ସବୁ ସ୍ଵପ୍ନ ହୋଇଛି 

ହେଲେ ତାଙ୍କକର୍ମରେ ଫୁଟିଛି ।


କୋଟିପ୍ରଣାମ ତାଙ୍କ ଆତ୍ମବିଶ୍ବାସକୁ

ଓଡିଶାବାସୀ ଗର୍ବିତ ନେଇକି ତାଙ୍କୁ ।


ଇତିହାସରେ ଲିପିବଦ୍ଧ ରହିବେ

ଆଗାମୀ ପୀଢି ପଢିପାରିବେ ।


Rate this content
Log in

Similar oriya poem from Inspirational