ଜୟ ଗଜାନନ
ଜୟ ଗଜାନନ
1 min
133
ଗଜାନନ ଲମ୍ବୋଦର ଗଉରୀ ନନ୍ଦନ
ଗଣେଶ ଚତୁର୍ଥୀରେ ଘେନ ଶତ ନମନ ।
ମା ପର୍ବତୀଙ୍କ ମାନସ ପୁତ୍ର ଗଣେଶ
ତାଙ୍କ କୃପାରେ ଦୂର ହୋଇଯାଏ କ୍ଲେଶ ।
ସର୍ବକାର୍ଯ୍ଯ ଆରମ୍ଭେ ତାଙ୍କୁ ପୂଜା କରାଯାଏ
ସବୁବିଘ୍ନ କଟେବୋଲି ହୃଦୟରେ ଥାଏ ।
ଆହେ ବୁଦ୍ଧିଦାତା ତୁମେ ଜ୍ଞାନର ଭଣ୍ଡାର
ସେ ଭଣ୍ଡାର ଖୋଲିଦିଅ ଭଲ ହେଉ ସଂସାରର ।
ପ୍ରତିବର୍ଷ ଧରତୀକୁ ଆସି ପ୍ଲାବନ କରୁଥାଅ
ସମସ୍ତଙ୍କ ମାନେ ଦୟା ,ଶାନ୍ତି ,ପ୍ରେମ ଭରିଦିଅ ।
