Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Das

Others

4  

Sarojini Das

Others

ନିଆରା ଠାକୁର

ନିଆରା ଠାକୁର

1 min
336


ଜୟଜୟ ଶ୍ରୀଗଣେଶ ପ୍ରଥମ ପୂଜିତ 

ସଂସାରରେ କେତେ ନାମେ ହୋଇଛ ବିଦିତ |  

ଗଣେଶ ଚତୁର୍ଥୀରେ ସବୁ ଭକତ ଜନ 

ଡାକୁଛନ୍ତି ବାରେ ହେ ଦିଅ ଦରଶନ |

ଜ୍ଞାନର ଦେବତା ଆହେ ମିନତି ଶୁଣ

ସେ ଦ୍ଵୀପର ଆଲୋକରେ ଲିଭୂ ଅଜ୍ଞାନ |

ମଙ୍ଗଲ ମୂରତି ଆହେ ପାର୍ବତୀ ନନ୍ଦନ

ମଙ୍ଗଳମୟ ହେଉ ସମାଜ କର କଲ୍ଯାଣ | 

ଚତୁରତାର ବଳେ ସଙ୍ଘାରିଛ କେତେ ରାକ୍ଷସ

ମନର ରାକ୍ଷସ ନାଶପାଇଁ ଦିଅ ହେ ସାହସ |

ଭକ୍ତିରେ ପୁଷ୍ପାଞ୍ଜଳି ଦେଇ କରୁଛୁ ପ୍ରଣାମ 

ଆଶୀର୍ବାଦେ ହେଉ ସଭିଙ୍କ ମନ କୁସୁମ | 



Rate this content
Log in