Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Inspirational

3  

Dipti lekha Mishra

Inspirational

ସଫଳତା

ସଫଳତା

1 min
570



ବହୁତ ଦିନରୁ ଭାବୁଥିଲି

ଏ ମନକୁ ଆନନ୍ଦ ଦେବି

ତା କଥା ରଖିବି ଟିକେ

ଆଜି ତାହା ହେଲା ସମ୍ଭବ ॥


ଧନ୍ୟବାଦ ସେ ବିଧାତାକୁ

ଯିଏ ମୋତେ ବିପଦରେ ଠେଲିଛି

ମୋତେ ନୂଆ କରି ଗଢିବା ଶିଖାଈଛି

କୋଟି କୋଟି ଜୂହାର ସେ ବିଭୂଙ୍କୁ ॥


ଅସୁବିଧା ହୁଏତ ହୋଇପାରେ

କିନ୍ତୁ ସୁବିଧା ବି ନିଶ୍ଚୟ ଅଛି

ଭବିଷ୍ଯତ ଉଜ୍ବ୍ବଳ ହେବା ସମ୍ଭାବନା

ହୁଏତ ପାଖେଇ ଆସିଲାଣି ॥


ସଫଳତାର ସିଢି ଚଢିବା ଆଗରୁ

ଅନେକ ସଂଙ୍କଟ ବି ଠିଆ ହେବ

ତଥାପି ସମାଧାନର ବାଟ ଖୋଜିବି

ଇଶ୍ବରଙ୍କୁ ସଦା ବିଶ୍ବାସ କରି ଚାଲିବି ॥


Rate this content
Log in

Similar oriya poem from Inspirational