Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manaswini Dash

Inspirational

2  

Manaswini Dash

Inspirational

ସଫଳ ମଣିଷ

ସଫଳ ମଣିଷ

1 min
126


ସମାଜ ଆଉ ସମୟ 

ଏମିତି କୂଳରେ ପହଞ୍ଚାଇଛି ମତେ ଯେ 

କେବଳ ଦ୍ଵନ୍ଦ, ସଂଘର୍ଷ ଆଉ ଯନ୍ତ୍ରଣାର ପରିପ୍ରକାଶ 

ଭାବୁଛି ଏଇ ଦରିଆକୁ ପାରିହୋଇଯିବି 

ଆଉ ବୁକୁ ଫଟେଇ କହିବି ମୁଁ ଜାଣେ "ସଫଳ ମଣିଷ "

ଏଇ ଦରିଆ ର ତରଙ୍ଗ ସାଙ୍ଗେ ଖେଳି ଖେଳି 

ପହଂଚିଯିବି ମୋ ଲକ୍ଷ୍ୟସ୍ଥଳରେ 

ମାତ୍ର ; ସମାଜ କଣ ମତେ ସଫଳ ହେବାକୁ ଦବ? 

ଉତ୍ତର ଖୋଜି ଖୋଜି ନିସ୍ପନ୍ଦ ହୋଇଗଲିଣି 

ଭୁଲିଗଲିଣି ସକ୍ରିୟତାକୁ 

ତଥାପି ସମୟକୁ ଅପେକ୍ଷା କରିଛି 

ବିଶ୍ୱାସର ହାତବି ଧରିଛି ଶକ୍ତ କରି 

କାରଣ ମୋ ବ୍ୟକ୍ତିତ୍ୱକୁ ଦେବି ଏକ ସଫଳ ମଣିଷର ପରିଚୟ ||


Rate this content
Log in

Similar oriya poem from Inspirational