STORYMIRROR

Priyadarsini Das.

Inspirational

3  

Priyadarsini Das.

Inspirational

ସଞ୍ଚିବା ଧନ

ସଞ୍ଚିବା ଧନ

1 min
11.7K

ଜୀବନ ର ପ୍ରତି ପାହାଚ ରେ 

ସବୁ ସମୟରେ ଥାଏ ଆବଶ୍ୟକ 

କିଛି ଧନ ର ।

ବିପଦେ ଅବା ସୁଖ ରେ ଲୋଡା ହୁଏ ଧନ ।


ସବୁ ସମୟେ ଆମେ ସଞ୍ଚିବା ଧନ ।


ପିମ୍ପୁଡ଼ି ଟିଏ ପରି କିଛି ଶିଖିବା 

ସମୟ ଯାଉ ପଛେ ପରିଶ୍ରମ କରିବା 

ନିଜ ରୋଜଗାର ରୁ ସଂଚିବା ।


ତା ସହ ସଞ୍ଚିବା କିଛି ନିଜ ପରିଜନ ପାଇଁ ।

ବାପା ମା ଙ୍କ ପାଇଁ , 


ବିପଦ ଆପଦ ପାଇଁ ।


ମହୁ ମାଛି ଟିଏ ବି ସଂଚିଥାଏ 

ମହୁ ,,, 

ଟିକି ଟିକି ଶୁଣ୍ଢ ରେ ସେ ବି ଟାଣେ ମହୁ ,, 

ସଂଚି ରଖେ ଭବିଷ୍ୟ ପାଇଁ ।


ଆମେ ବି ରଖିବା ଆମ ଭବିଷ୍ୟ ପାଇଁ ।

ଆବଶ୍ୟକ ପାଇଁ।



Rate this content
Log in

Similar oriya poem from Inspirational