STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ସଂସ୍କୃତିର ଦେଶ

ସଂସ୍କୃତିର ଦେଶ

1 min
116

କଳା ଓ ସଂସ୍କୃତିର ଦେଶ ମୋ ଭାରତ

ବହନ କରେ ଭିନ୍ନ ସଂସ୍କୃତି

ଜଗାଏ ଭାତୃତ୍ବ

ଉଗାଏ ଦେଶପ୍ରେମ

ସଂସ୍କୃତିର ଧାରା କରଇ ପ୍ରବାହ

ପଞ୍ଚଚାଳିଶି ଠାରୁ ଅଧିକ ଲୋକନୃତ୍ୟ ଏଠି

ବାରମାସରେ ତେର ଯାତରା ପାଲିତ

ଅତୀବ ନିପୁଣା ପୁଣି ଶାସ୍ତ୍ରୀୟ ନୃତ୍ୟରେ

ଓଡିଶୀ,କଥକ,କୁଚିପୁଡି, ମଣିପୁରୀ

ଭାରତନାଟ୍ୟମ୍ ଯେ କଥକଲି , ମୋହିନୀଆଟ୍ଟମ

ପର୍ବପର୍ବାଣୀ ଯେ ପାଲିତ ହୁଏ ଅଗଣିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract