STORYMIRROR

Nrusingha Panigrahi

Inspirational Others

3  

Nrusingha Panigrahi

Inspirational Others

ସଂସ୍କୃତି

ସଂସ୍କୃତି

1 min
12K

ସଂସ୍କୃତ ସଂସ୍କୃତ   ଦେଇଅଛି କାନେ

ବାସିବି ତୋ ପାଇଁ ଆଉ କେତେଦିନ ।


ବଞ୍ଚିଛି ସଂସ୍କୃତି ବଞ୍ଚିବ ସଂସ୍କାର

ବସିବା ଠାରୁ ବା ଖସିବା ତ ଭଲ ।


ଏବେ କିଛି କରିଯାଅ ମୋ ସଂସ୍କୃତି 

ନ ଥିବ ସମୟ ଥିବ ଯେ ସଂସ୍କୃତି ।


କି ଗୁଣ ଗାଇବି ଆମ ଏ ଦେଶରେ

ମନ ପୁରିଯାଏ ଦେଖି ଏ ଗୌରବେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational