STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ସଂଶୋଧନ

ସଂଶୋଧନ

1 min
201


ନିଜର ଭ୍ରମ ବୁଝି ପାରି

ସଜାଡି ନେଇ ନିଜେ ସର୍ତକ

ହୋଇ ସଠିକ୍ କାର୍ଯ୍ୟକୁ

ସଜାଡି ନେବା ହେଉଛି

ସଂଶୋଧନ

ନିଜେ ନିଜକୁ ସଜାଡିଲେ

ଭୁଲ୍ କାମରୁ ନିଵୃତ୍ତ ରହି

ସଠିକ୍ କାର୍ଯ୍ଯ କରିନେଲେ

ଜୀବନ ର ଗତିପଥ ହର୍ଷ

ଉଲ୍ଲାସରେ କଟିଯାଏ

ପ୍ରଫୁଲ୍ଲିତ ମନ ନୂତନ କାର୍ଯ୍ୟ

କରିବାକୁ ସଞିବନୀର ସ୍ବରୁପ

ହୋଇ ଉଠେ ଉସ୍ଛାହର ସହ

ଆଗକୁ ବଢି ବାକୁ ନୂତନ ସୁଯୋଗ ଆଣିଦିଏ

ସତ୍ ପଥର ଯାତ୍ରୀ ସାଜି

ସଠିକ୍ କର୍ମ କରିହୁଏ

ସଂଶୋଧନ ନୂତନ କାର୍ଯ୍ୟ ର

ଉଦ୍ ବାହାକ ସାଜେ

ଅଜାଣତରେ କରିଥିବା

ଭୁଲ୍ ସଂଶୋଧନ ରେ

ସଠିକ୍ ଧାରାର ପ୍ରଵାହରେ

ଗତିକରେ

ଗୋଟିଏ ଭୁଲ୍ ରୁ ଶହେଟି

ଭୂଲ୍ କରିବାରେ ନିଵୃଇ ରହେ

ନିଜେ ନିଜକୁ ବୁଝିବା ର

ସୁଯୋଗ ସୃଷ୍ଟି କରାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational