STORYMIRROR

ଡୁଲେଶ୍ବର କୁମାର ସାହୁ

Abstract Classics Thriller

3  

ଡୁଲେଶ୍ବର କୁମାର ସାହୁ

Abstract Classics Thriller

ସଂପର୍କ

ସଂପର୍କ

1 min
118

ମଲ୍ଲିକା

ବର୍ଷସାରା ତୋପରି ଜଣେ ଖୋଜିବା ଅସମ୍ଭବ ଏବଂ ଅସହାୟର ଗୋଟେ ଚିନ୍ତା ଯଉ ଚିନ୍ତାରେ ମଣିଷ ମଣିଷ ଭିତରେ ଖୋଜିବାହାର କରିବା ଗୋଟେ ସପ୍ନକୁ ସତ‌ କଲାଭଳି


କଳ୍ପନା

ତୋ କଥାରେ ଢେର୍ ସାରେ ଭଳପାଇବା ଦେଇଛୁ

ଯଉ ଭଳ ପାଇବାରେ - ଖେଳିପାରେ,ହସିପାରେ,ଦୁଇପଦ କଥା ହୋଇପାରେ ଏବଂ ମିଛରେ ମିଛରେ ନିଜେ ନିଜକୁ କନ୍ଧେଇ ପାରେ ।


ମଧୁମିତା

ତୁ ସମୟକୁ ତୋ ହାତରେ ପନ୍ଦର ମିନିଟ୍ ଧରି ପ୍ରେମ ବୋଳି କହୁ ସମୟ ତୋ ପ୍ରେମରେ ଗୋଟେ ପ୍ରେମିକ ପାଳଟି ଯାଏ ଜଉ ପ୍ରେମିକ ସାରା ଦିନ ସାରା ରାତି କବିତା,କବିତା ନିତି କହେ ।


ବର୍ଷା

ତୋ ପ୍ରେମ ରେ ମତେ ଏତେ ଭଳପାଇବା ଦେଇଛୁ ଯେ ତୋ ଭଳପାଇବା ସାରା ଜୀବନ ତାବିଜ୍ ହୋଇ ମୋ ହୃଦୟ ରେ ବନ୍ଧା ହୋଇରହୁ ଗୋଟେ ଦିନ ନୁହେଁ ଅଜସ୍ର ଦିନ ।


କବିତା

ଦିନ ରାତି ପରିସ୍ରମ ନୁହେଁ ତପସ୍ୟା କରି ତୋ ପାଇଁ ମୁଁ କଲମର ସହିତ ସାଧାକାଗଜ ପୃଷ୍ଠାରେ ନିତିଦିନ ପାଞ୍ଚ ପେଜ୍ ଲେଖି ଶଦ୍ଦ ଗଢୁଛି ତତେ‌ ମୁଁ ହୃଦୟରେ ନୁହେଁ ବରଂ ମୋ ଆଖପାଖ ହଜାରେ‌ ଜୀବନ ଭିତରେ ସାଉଁଟି ରଖିବି ବୋଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract