ସଂଳାପ-୮୧,
ସଂଳାପ-୮୧,
ମୋହ !
ସେ ବି ତ ଅସମ୍ଭାଳ,
ନା ନେଉଛି ପ୍ରାଣ,
ନା ଦେଉଛି ଜୀବନ,
କେମିତିକା
ଏ ଦୋଳି ଖେଳ,
ସୁଖ,ଦୁଃଖର,
ଅନ୍ଧାର ଖୋଜେ ଆଲୋକ
ଆଲୋକ ଖୋଜେ ଅନ୍ଧାରକୁ
ହଜାଇ ଦେବାକୁ ନିଜ ଅସ୍ତିତ୍ଵ
ଅଜବ ଖେଳ,
ତା’ ଯୁବ ତାମାସା
ଦୋଳିରେ ଦୋଳାୟମାନ
ଝୁଲନ୍ତା
ଝୁଲଣ ଜୀବନ---------!
©®କାଶ୍ୟପ,ରାୟଗଡା ।