Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ସନ୍ଦେହ

ସନ୍ଦେହ

1 min
172



ସନ୍ଦେହ ହୋଇଲେ ପ୍ରେମେ

ଶିଥିଳ ହୁଏ ବନ୍ଧନ

ବିବାହ ଯୌନ ଜୀବନେ 

ନୀତି କରଇ କ୍ରନ୍ଦନ l


ଘାତକ ହୁଅଇ ନିତ୍ୟେ

ସୃଷ୍ଟି ହେଲେ ସନ୍ଦେହ

ଦାମ୍ପତ୍ୟ ନାଶଇ କୃତ୍ୟେ

ଆଉ ନ ଥାଏ ପ୍ରୀତ୍ତି ମୋହ l


ସ୍ମରଣେ ନ ରହେ ଆଉ

କାହା ମାନ ଅଭିମାନ

କୋର୍ଟ ପର୍ଯ୍ୟନ୍ତ ଯାଏ କଥା

ଏହା ମୋକଦ୍ଦମା ସ୍ଥାନ l


କେତେ କଣ ଘଟି ଚାଲେ

ଯଉବନ କଟିଯାଏ

କଳହ ରେ ବିତି ଚାଲେ

ଜୀବନ କୁ ଧିକ କହେ l


ବୈବାହିକ ଜୀବନ ଟା

ବ୍ୟର୍ଥ ଭଳି ମନେ ହୁଏ

ବିଶ୍ୱାସ ର ଏ ବନ୍ଧନ

ସନ୍ଦେହ ରେ ନଷ୍ଟ ହୁଏ l


ଧନ ଜ୍ଞାନ ଯଉବନ

ଜାଣ ଅସାର ଲାଗଇ

ସନ୍ଦେହ ତ୍ୟାଜ ମନରେ

ଜୀବନ ନଷ୍ଟ କରଇ l



Rate this content
Log in

Similar oriya poem from Inspirational